or_tn_old/2co/10/07.md

12 lines
1.4 KiB
Markdown
Raw Permalink Normal View History

2020-11-19 00:15:53 +00:00
# Look at what is clearly in front of you.
ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଏହା ଗୋଟିଏ ଆଜ୍ଞା ଅଟେ କିମ୍ବା ) ଏହା ଗୋଟିଏ ଉକ୍ତି ଅଟେ, ""ତୁମ୍ଭେମାନେ ଆପଣା ଆଖିରେ ଯାହା ଦେଖିପାରିବ, ତୁମ୍ଭେମାନେ କେବଳ ତାହା ହିଁ ଦେଖୁଅଛ I” କେତେକ ଭାବନ୍ତି ଯେ ଏହା ଗୋଟିଏ ଭାବ ପ୍ରକାଶକ ପ୍ରଶ୍ନ, ଯାହାକୁ ଗୋଟିଏ ଉକ୍ତି ଭାବରେ ଲେଖାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭ ସମ୍ମୁଖରେ ଯାହା ସ୍ପଷ୍ଟ ଭାବରେ ଅଛି, ତାହାକୁ ତୁମ୍ଭେ ଦେଖୁଅଛ କି? କିମ୍ବା “ତୁମ୍ଭ ସମ୍ମୁଖରେ ଯାହା ସ୍ପଷ୍ଟ ଭାବରେ ଅଛି, ତୁମ୍ଭେ ତାହାକୁ ଦେଖିବାକୁ ଅକ୍ଷମ ଭଳି ଲାଗୁଛି” (ଦେଖ: [[rc://*/ta/man/translate/figs-rquestion]])
# let him remind himself
ସେ ମନେ ରଖିବା ଆବଶ୍ୟକ
# that just as he is Christ's, so also are we
ଯେ ସେ ଯେପରି ଆମ୍ଭେମାନେ ମଧ୍ୟ ସେପରି ଖ୍ରୀଷ୍ଟଙ୍କର ଅଟୁ