or_tn_old/2co/09/intro.md

12 lines
1.6 KiB
Markdown
Raw Permalink Normal View History

2020-11-19 00:15:53 +00:00
# କରିନ୍ଥୀୟ ୦୯ ସାଧାରଣ ସୂଚନା
## ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ
କେତେକ ଅନୁବାଦ ପଢ଼ିବା ନିମନ୍ତେ ସହଜ କରିବାକୁ କବିତାର ପ୍ରତ୍ୟେକ ଧାଡିକୁ ଲେଖାର ଅବଶିଷ୍ଟ ଅଂଶ ଠାରୁ ଦୂର ଡାହାଣକୁ ରଖନ୍ତି I ULT ୯ ପଦ କ୍ଷେତ୍ରରେ ଏହା କରିଛି, ଯାହା ପୁରାତନ ନିୟମରୁ ଉଦ୍ଧୃତ କରାଯାଇଛି I
## ଏହି ଅଧ୍ୟାୟର ମୁଖ୍ୟ ଅଳଙ୍କାର
### ରୂପକ
ପାଉଲ ତିନୋଟି କୃଷି ସମ୍ବନ୍ଧୀୟ ରୂପକ ବ୍ୟବହାର କରୁଛନ୍ତି I ଅଭାବଗ୍ରସ୍ତ ବିଶ୍ବାସୀମାନଙ୍କୁ ଦାନ ଦେବା ବିଷୟରେ ସେ ସେଗୁଡିକୁ ବ୍ୟବହାର କରନ୍ତି I ଈଶ୍ବର ଯେ ହୃଷ୍ଟଚିତ୍ତ ଦାତାଙ୍କୁ ପୁରସ୍କୃତ କରିବେ, ଏହା ବୁଝାଇବା ନିମନ୍ତେ ଏହି ରୂପକଗୁଡିକ ପାଉଲଙ୍କୁ ସାହାଯ୍ୟ କରୁଛନ୍ତି I ପାଉଲ କହୁନାହାନ୍ତି ଯେ ଈଶ୍ବର କିପରି ଅବା କେବେ ସେମାନଙ୍କୁ ପୁରସ୍କୃତ କରିବେ I (ଦେଖ: [[rc://*/ta/man/translate/figs-metaphor]] ଓ [[rc://*/tw/dict/bible/other/reward]])