or_tn_old/2co/05/16.md

8 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ଖ୍ରୀଷ୍ଟଙ୍କର ପ୍ରେମ ଓ ମୃତ୍ୟୁ ସକାଶୁ, ଆମ୍ଭେମାନେ ମନୁଷ୍ୟର ଭାବଧାରା ଅନୁସାରେ ବିଚାର କରିବା ଉଚିତ ନୁହଁ I ଆମ୍ଭେମାନେ ଅନ୍ୟମାନଙ୍କୁ ଶିକ୍ଷା ଦେବପାଇଁ ନିଯୁକ୍ତ ହୋଇଅଛୁ ଯେ କିପରି ଈଶ୍ବରଙ୍କ ସହିତ ସମ୍ମିଳିତ ହେବା ଓ ଖ୍ରୀଷ୍ଟଙ୍କ ମୃତ୍ୟୁ ଦ୍ବାରା ଈଶ୍ବରଙ୍କ ସହିତ ଶାନ୍ତିରେ ରହିବା ଏବଂ ଖ୍ରୀଷ୍ଟଙ୍କ ଦେଇ ଈଶ୍ବରଙ୍କର ଧାର୍ମିକତା ପ୍ରାପ୍ତ ହେବା I
# For this reason
ନିଜ ନିମନ୍ତେ ବଞ୍ଚିବା ପରିବର୍ତ୍ତେ ଖ୍ରୀଷ୍ଟଙ୍କ ନିମନ୍ତେ ବଞ୍ଚିବା ବିଷୟରେ ପାଉଲ ଏବେ ଯାହା କହିଛନ୍ତି, ସେହି ବିଷୟକୁ ଏହା ବୁଝାଏ I