or_tn_old/1pe/02/18.md

12 lines
957 B
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଲୋକମାନଙ୍କ ଗୃହରେ ଦାସ ଭାବରେ ଥିବା ନିର୍ଦ୍ଦିଷ୍ଟ ଲୋକମାନଙ୍କୁ ପିତର କହିବାକୁ ଆରମ୍ଭ କରୁଛନ୍ତି I
# the good and gentle masters
ଏଠାରେ “ଉତ୍ତମ” ଓ ‘ଦୟାଳୁ”ର ଅର୍ଥ ପ୍ରାୟ ସମାନ ଓ ଗୁରୁତ୍ବ ଦିଏ ଯେ ସେହି ପ୍ରକାର କର୍ତ୍ତାମାନେ ଦୟାର ସହିତ ସେମାନଙ୍କ ଦାସମାନଙ୍କୁ ବ୍ୟବହାର କରିବା ଉଚିତ୍ I ବିକଳ୍ପ ଅନୁବାଦ: “ଅତି ଦୟାଳୁ କର୍ତ୍ତାମାନେ” (ଦେଖ: [[rc://*/ta/man/translate/figs-doublet]])
# the malicious ones
ନିର୍ଦ୍ଦୟ କର୍ତ୍ତାମାନେ କିମ୍ବା “ଅଜ୍ଞାନ କର୍ତ୍ତାମାନେ”