or_tn_old/1jn/02/10.md

4 lines
812 B
Markdown
Raw Permalink Normal View History

2020-11-19 00:15:53 +00:00
# there is no occasion for stumbling in him
ଅନ୍ୟ କୌଣସି ତାହାର ଝୁଣ୍ଟିବାର କାରଣ ହେବ ନାହିଁ । “ଝୁଣ୍ଟିବା” ଶବ୍ଦ ଏକ ରୂପକ ଅଟେ ଯାହାର ଅର୍ଥ ଆତ୍ମିକ ଓ ନୌତିକତା ଜୀବନରେ ଅସଫଳ ହେବା । ଅନ୍ୟ ଏକ ଅନୁବାଦରେ: “ତାହାଙ୍କ ନିମନ୍ତେ କୌଣସି ବିଷୟ ପାପ କରିବାର କାରଣ ହେବ ନାହିଁ” କିମ୍ବା “ତାହାଙ୍କର କୌଣସି ବିଷୟ ଯାହା ଈଶ୍ବରଙ୍କୁ ସନ୍ତୁଷ୍ଟ କରିବାରେ ବିଫଳ ହେବ ନାହିଁ” (ଦେଖ: [[rc://*/ta/man/translate/figs-metaphor]])