or_tn_old/1jn/02/08.md

12 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# Yet I am writing a new commandment to you
କିନ୍ତୁ ଅନ୍ୟ ଅର୍ଥରେ ଯେଉଁ ଆଜ୍ଞା ମୁଁ ତୁମମାନଙ୍କ ନିକଟକୁ ଲେଖିଅଛି ଏକ ନୂତନ ଆଜ୍ଞା ଅଟେ
# which is true in Christ and in you
ଯାହା ସତ୍ୟ ଅଟେ, ଯେପରି ଖ୍ରୀଷ୍ଟଙ୍କ କାର୍ଯ୍ୟରେ ଏବଂ ତୁମ୍ଭମାନଙ୍କ କାର୍ଯ୍ୟରେ ପ୍ରକାଶିତ ହୋଇଅଛି ।
# the darkness is passing away, and the true light is already shining
ଏଠାରେ “ଅନ୍ଧକାର” ଶଦ୍ଦ “ମନ୍ଦତା” ନିମନ୍ତେ ଏକ ରୂପକ ଅଟେ ଏବଂ “ଆଲୋକ” “ଉତ୍ତମତା” ନିମନ୍ତେ ଏକ ରୂପକ ଅଟେ । ଅନ୍ୟ ଏକ ଅନୁବାଦରେ: “କାରଣ ତୁମ୍ଭେମାନେ ମନ୍ଦ କର୍ମ କରିବା ବନ୍ଦ କରିଅଛ ଏବଂ ତୁମ୍ଭେମାନେ ଅଧିକରୁ ଅଧିକ ଉତ୍ତମ କର୍ମ କରୁଅଛ” (ଦେଖ: [[rc://*/ta/man/translate/figs-metaphor]])