# ଏହା ବଳଦ ନୁହେଁ ଯାହା ବିଷୟରେ ଈଶ୍ଵର ଚିନ୍ତା କରନ୍ତି? ଏଠାରେ: “ଏହା କଅଣ ବଳଦ ନୁହେଁ ଯାହା ବିଷୟରେ ଈଶ୍ଵର ଚିନ୍ତା କରନ୍ତି।” (ଦେଖନ୍ତୁ:ପ୍ରଭାବିତ ପ୍ରଶ୍ନ; # ସେ କଅଣ କେବଳ ଆମ୍ଭମାନଙ୍କ ନିମନ୍ତେ ଏହା କହନ୍ତି ନାହିଁ? ଏଠାରେ: ““ଈଶ୍ଵର ନିଶ୍ଚିତ ଭାବେ ଆମ୍ଭମାନଙ୍କ ବିଷୟରେ ନିମନ୍ତେ ।” (ଦେଖନ୍ତୁ:ପ୍ରଭାବିତ ପ୍ରଶ୍ନ) # ଆମ୍ଭମାନଙ୍କ ବିଷୟରେ ଏହି ‘ଆମ୍ଭମାନଙ୍କ’ ପାଉଲ ଓ ବର୍ଣ୍ଣବ୍‍ବାଙ୍କୁ ଦର୍ଶାଏ। (ଦେଖନ୍ତୁ: ସୀମାବାହାରେ) # ତୁମ୍ଭମାନଙ୍କ ଠାରୁ ଜାଗତିକ ବିଷୟ ସଂଗ୍ରହ କରିବା କ'ଣ ଅଧିକ ? ଏଠାରେ: “ଏହା କଅଣ ଆମ୍ଭମାନଙ୍କ ନିମନ୍ତେ ଅଧିକ ନୁହେଁ ତୁମ୍ଭମାନଙ୍କ ଠାରୁ ଜାଗତୀକ ବିଷୟରେ ସାହାଯ୍ୟ ପାଇବା ପାଇଁ।” (ଦେଖନ୍ତୁ:ପ୍ରଭାବିତ ପ୍ରଶ୍ନ)