# ଆହୂତ ହୋଇଅଛି ଏହି ଦୃଷ୍ଟାନ୍ତରେ “ଆହୂତ” ସେହି କାର୍ଯ୍ୟ ବା ସାମାଜିକ ଅବସ୍ଥିତିକୁ ଦର୍ଶାଏ ଯେଉଁଠାରେ ସେମାନେ ସମ୍ପୃକ୍ତ ଅଛନ୍ତି; “ ଯେପରି ତୁମ୍ଭେ କରିଅଛ ସେପରି ଜୀବନ କାଟ ଓ କାର୍ଯ୍ୟ କର”(ୟୁଡିବି)। # ତୁମ୍ଭେ କି ଦାସ ହୋଇଥିଲ ଯେତେବେଳେ ଈଶ୍ଵର ତୁମ୍ଭକୁ ଆହୂତ କଲେ? ଏଠାରେ: “ସେମାନଙ୍କୁ ଯେଉଁମାନେ ଦାସ ଥିଲେ ଯେତେବେଳେ ବିଶ୍ଵାସ କରିବା ନିମନ୍ତେ ଈଶ୍ଵର ତୁମ୍ଭମାନଙ୍କୁ ଆହୂତ କଲେ।” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ) # ପ୍ରଭୁଙ୍କ ମୁଁକ୍ତ ଲୋକ ଏହି ମୁଁକ୍ତ ଲୋକ ଈଶ୍ଵରଙ୍କ ଦ୍ଵାରା କ୍ଷମାପ୍ରାପ୍ତ ଏବଂ ତେଣୁ ଶୟତାନ ଓ ପାପ ଠାରୁ ମୁଁକ୍ତ। # ତୁମ୍ଭେମାନେ ବିଶେଷ ମୂଲ୍ୟରେ କିଣା ଯାଇଅଛ ଏଠାରେ: “ଖ୍ରୀଷ୍ଟ ତୁମ୍ଭମାନଙ୍କ ନିମନ୍ତେ ମୃତ୍ୟୁଭୋଗ କରି ତୁମ୍ଭମାନଙ୍କୁ କ୍ରୟ କରିଅଛନ୍ତି। ” # ଯେତେବେଳେ ଆମ୍ଭେମାନେ ବିଶ୍ଵାସ କରିବାକୁ ଆହୂତ ହୋଇଥିଲୁ “ଈଶ୍ଵର, ତାହାଙ୍କ ଠାରେ ବିଶ୍ଵାସ କରିବା ନିମନ୍ତେ ଆହୂତ କଲେ।” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ) # ଆମ୍ଭମାନଙ୍କୁ...ଆମ୍ଭେମାନେ ସମସ୍ତ ଖ୍ରୀଷ୍ଟିଆନ ମାନଙ୍କୁ ଦର୍ଶାଏ (ଦେଖନ୍ତୁ: ସୀମା ଅନ୍ତର୍ଭୁକ୍ତ)