# ଯାହାକି ବିଜାତିମାନଙ୍କ ମଧ୍ୟରେ ସୁଦ୍ଧା ଅନୁମତି ନାହିଁ “ଯାହାକି ବିଜାତିମାନଙ୍କ ଅନୁମତିରେ ସୁଦ୍ଧା ନାହିଁ।” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ) # ସହିତରେ ଶୟନ କରିବା “ନିରନ୍ତର ଯୌନ ସମ୍ପର୍କ ସହିତ ରହିବା” (ଦେଖନ୍ତୁ: ଶିଷ୍ଟୋକ୍ତି) # ପିତାର ଭାର୍ଯ୍ୟା ତାହାର ପିତାର ଭାର୍ଯ୍ୟା, କିନ୍ତୁ ତାହାର ମାତା ପରି ନୁହେଁ। # ତାହା ପରିବର୍ତ୍ତେ କି ତୁମ୍ଭେମାନେ ଶୋକାର୍ତ୍ତ ହେବ ନାହିଁ? ଏହି ପ୍ରଭାବିତ ପ୍ରଶ୍ନ କରିନ୍ଥୀୟମାନଙ୍କୁ ଭର୍ତ୍ସନା କରିବା ନିମନ୍ତେ ବ୍ୟବହାର କରାଯାଇଛି। ଏଠାରେ: “ଏହା ପରିବର୍ତ୍ତେ ତୁମ୍ଭେମାନେ ଶୋକାର୍ତ୍ତ ହେବା ଉଚିତ!” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ) # ଯେ ଏପରି କର୍ମ କରିଅଛି, ସେ ତୁମ୍ଭମାନଙ୍କ ମଧ୍ୟରୁ ଦୂର କରାଯାଉ “ ଯେ ଏପରି କର୍ମ ତୁମ୍ଭମାନଙ୍କ ମଧ୍ୟରେ କରିଅଛି ତୁମ୍ଭେମାନେ ତାହାକୁ ଦୂର କର।” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)