# ତୁମ୍ଭେମାନେ ପ୍ରତ୍ୟେକ ଜଣ କୁହ ସାଧାରଣ ବିଭକ୍ତ ମନୋଭାବକୁ ପାଉଲ ନେଇ ପ୍ରକାଶ କରୁଛନ୍ତି । # ଖ୍ରୀଷ୍ଟ କି ବିଭକ୍ତ ହୋଇଅଛନ୍ତି? ଖ୍ରୀଷ୍ଟ ଯେ ବିଭକ୍ତ ନୁହନ୍ତି କିନ୍ତୁ ଏକ, ଏହି ସତ୍ୟକୁ ଗୁରୁତ୍ଵ ଦେବା ନିମନ୍ତେ ପାଉଲ ଇଚ୍ଛା କରନ୍ତି। “ତୁମ୍ଭେମାନେ ଯେ ପ୍ରକାରେ କରୁଅଛ ଖ୍ରୀଷ୍ଟଙ୍କୁ ବିଭକ୍ତ କରିବା ଏହା ଅସମ୍ଭବ । (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ; ପ୍ରତ୍ୟକ୍ଷ ବା ପରୋକ୍ଷ) # ପାଉଲ କି ତୁମ୍ଭମାନଙ୍କ ନିମନ୍ତେ କୃଶରେ ହତ ହୋଇଥିଲେ? ପାଉଲ ଗୁରୁତ୍ଵ ଦେବାକୁ ଇଚ୍ଛା କରନ୍ତି ଯେ ଏହା ଖ୍ରୀଷ୍ଟ ଅଟନ୍ତି, ପାଉଲ ଏବଂ ଆପଲ୍ଲ ନୁହନ୍ତି ଯେ କୃଶରେ ହତ ହୋଇ ନଥିଲା । “ତୁମ୍ଭମାନଙ୍କ ପରିତ୍ରାଣ ନିମନ୍ତେ ସେମାନେ ପାଉଲଙ୍କୁ ମୃତ୍ୟୁଭୋଗ କରିବା ନିମନ୍ତେ କୃଶରେ ଚଢାଇ ନ ଥିଲେ।” (ଦେଖନ୍ତୁ : ପ୍ରଭାବିତ ପ୍ରଶ୍ନ; ପ୍ରତ୍ୟକ୍ଷ ବା ପରୋକ୍ଷ) # ତୁମ୍ଭେମାନେ କି ପାଉଲଙ୍କ ନାମରେ ବାପ୍ତିଜିତ ହୋଇଥିଲ? ପାଉଲ ଗୁରୁତ୍ଵ ଦେବାକୁ ଇଚ୍ଛା କରନ୍ତି ଯେ ଆମ୍ଭେମାନେ ସମସ୍ତେ ଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ ହୋଇଅଛୁ। “ଲୋକମାନେ ତୁମ୍ଭମାନଙ୍କୁ ପାଉଲଙ୍କ ନାମରେ ବାପ୍ତିସ୍ମ ଦେଇ ନାହାନ୍ତି।” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ; ପ୍ରତ୍ୟକ୍ଷ ବା ପରୋକ୍ଷ)