# ତୁମ୍ଭମାନଙ୍କ ମଧ୍ୟରେ ଜ୍ଞାନୀ ଓ ବୁଦ୍ଧିମାନ କିଏ ଅଛି ? ସେହି ବ୍ୟକ୍ତି ହେଉ ଏହା ଆଳଙ୍କାରିକ ପ୍ରଶ୍ନ ବ୍ୟବହାର କରି ଯଥାର୍ଥ ଆଚରଣ ସମ୍ବନ୍ଧରେ ତାଙ୍କ ଶ୍ରୋତାମାନଙ୍କୁ ଯାକୁଵ ଶିକ୍ଷା ଦିଅନ୍ତି | ପୁଣି, “ଜ୍ଞାନୀ ଓ ବୁଦ୍ଧିମାନ” ଗୋଟିଏ ଦୈତଅର୍ଥବୋଧକତା ଅଟେ | ଏହିଭଳି ଭାବେ ଅନୁବାଦ କରିପାର “ବ୍ୟକ୍ତିଟି ଯିଏ ଚିନ୍ତା କରେ ସେ ଜ୍ଞାନୀ ହେବା ଉଚିତ ” |(ଦେଖ: ଆଳଙ୍କାରିକ ପ୍ରଶ୍ନ ଏବଂ ଦୈତଅର୍ଥବୋଧକ) # ଗୋଟିଏ ଉତ୍ତମ ଜୀବନ ପ୍ରଦର୍ଶନ କରିବା “ଉତ୍ତମ ଆଚରଣ ଦେଖାଇବା ” ବା “ଏହା ଦେଖାଅ” # ସଦାଚରଣର ତାଙ୍କ କର୍ମ ଦ୍ୱାରା ଯେ ବିଜ୍ଞତାରୁ ଆସେ “ତାଙ୍କ ଉତ୍ତମ କର୍ମଗୁଡିକ ସହ ଏବଂ ସଦାଚରଣ ଯେ ସତ୍ ଜ୍ଞାନଠାରୁ ଆସେ ” # ତିକ୍ତ ଇର୍ଷାଭାବ ଏବଂ ସ୍ୱାର୍ଥପର ଅଭିଳାଷ ତୁମ୍ଭମାନଙ୍କ ହୃଦୟରେ ଥାଏ “ହୃଦୟ” ଭାବନା ବା ଚିନ୍ତାଗୁଡିକୁ ବୁଝାଏ | ଅନ୍ୟ ଭାଷାନ୍ତର : “ଅନ୍ୟମାନଙ୍କ ସହ ଅଂଶୀ ହେବେ ନାହିଁ ଏବଂ ତୁମେ ସର୍ବଦା ନିଜକୁ ପ୍ରଥମ ସ୍ଥାନ ଦିଅ ”| (ଦେଖ: ମୂଳ ଶବ୍ଦ ସୂଚକ) # ଗର୍ବ କର ନାହିଁ ଏବଂ ସତ୍ୟ ବିରୁଦ୍ଧରେ ମିଥ୍ୟା କୁହ ନାହିଁ “ଏହା ବିଷୟରେ ନିର୍ଭର କର ନାହିଁ ଏବଂ ତୁମେ ନିଜେ ଜ୍ଞାନୀ ମଣିବ ” |