# ପ୍ରତ୍ୟେକ ପ୍ରକାରର ବନ୍ୟ ପଶୁ ,ପକ୍ଷୀ,ସରୀସୃପ, ଏବଂ ଜଳଚର ପ୍ରାଣୀ ବଶରେ ରଖାଯାଉଅଛି ଏବଂ ମାନବ ଦ୍ୱାରା ବଶରେ ରଖାଯାଇଅଛି “ପ୍ରତ୍ୟେକ ପ୍ରକାର” ବାକ୍ୟାଂଶଟି ଗୋଟିଏ ଅତ୍ୟୁକ୍ତି ସମ୍ଭଳିତ ଅର୍ଥ ଯେ “ବହୁତ ପ୍ରକାର” | ଏହିଭଳି ଗୋଟିଏ ପ୍ରତ୍ୟକ୍ଷ ବାକ୍ୟାଂଶ ରୂପେ ଅନୁବାଦ କରିପାର : “ଲୋକେ ବହୁ ପ୍ରକାରର ବନ୍ୟ ପଶୁ ,ପକ୍ଷୀ,ସରୀସୃପ, ଏବଂ ଜଳଚର ପ୍ରାଣୀଗୁଡିକ ବଶରେ ରଖିବା ଶିଖିଛନ୍ତି ” | (ଦେଖ: ଅତ୍ୟୁକ୍ତି ସମ୍ଭଳିତ ଏବଂ ପ୍ରତ୍ୟକ୍ଷ ବା ପରୋକ୍ଷ) # ସରୀସୃପ ଏହି ଗୋଟିଏ ପଶୁଟି ଯେ ଭୁମିରେ ଗୁରୁଣ୍ଡେ |( ଦେଖ: କିପରି ଅଜଣାଗୁଡିକୁ ଅନୁବାଦ କରିବ ) # ଜଳଚର ପ୍ରାଣୀ ଏହି ଗୋଟିଏ ପଶୁଟି ଯେ ଜଳରେ ବଞ୍ଚେ | # ମନୁଷ୍ୟମାନଙ୍କ ମଧ୍ୟରୁ କେହି ଜଣେ ମଧ୍ୟ ଜିହ୍ୱାକୁ ବଶରେ ରଖିବା କ୍ଷମତା ନାହିଁ ଏଠାରେ, “ଜିହ୍ୱା” ଶବ୍ଦଟି ଗୋଟିଏ ମୂଳବସ୍ତୁ ସୂଚକ ଯେ ଜଣେ କଅଣ କହନ୍ତି ତାହା ସୂଚିତ କରେ | ସମ୍ପୂର୍ଣ୍ଣ ଅର୍ଥଟି ସ୍ପଷ୍ଟ ଭାବେ ବ୍ୟକ୍ତ କରିପାରେ : “ କୌଣସି ମନୁଷ୍ୟ ଈଶ୍ୱରଙ୍କ ସାହାଯ୍ୟ ବିନା ଜିହ୍ୱାକୁ ନିୟନ୍ତ୍ରଣ କରି ପାରେନା ” | (ଦେଖ: ଲାକ୍ଷଣିକ ଶବ୍ଦ ଏବଂ ନିର୍ମଳ ଓ ଅକଥିତ ସୂଚନା) # ବିରାମ ମନ୍ଦତା , ପରିପୂର୍ଣ୍ଣ ମାରାତ୍ମକ ଗରଳ ଏହା ଗୋଟିଏ ତୁଳନାତ୍ମକ ଅଟେ ଯେଉଁଟା କିପରି ଜଣେ ବ୍ୟକ୍ତି କହୁଥିବା କଥାଗୁଡିକ ଅନ୍ୟଜଣକୁ ଆଘାତ ଦେବା ରୂପେ ବ୍ୟବହାର କରିପାରେ | ଏହିଭଳି ଭାବେ ଅନୁବାଦ କରିପାର “ଯେପରି ଗୋଟିଏ ମନ୍ଦ ପ୍ରାଣୀ ଯେ ଶୁଏ ନାହିଁ ଏବଂ ଏହା ଆଘାତ ଦେବାକୁ ପ୍ରସ୍ତୁତ ରହେ ” | (ଦେଖ: ତୁଳନାତ୍ମକ)