# ସୁବର୍ଣ୍ଣ ବେଦୀର ଶୃଙ୍ଗଗୁଡିକ ବସ୍ତୁକୁ ଶୃଙ୍ଗଗୁଡିକ ପରି ଗଠନ କରାଯାଇଥିଲା ଯାହା ବେଦୀ ଉପରର ଚାରି କୋଣରେ ଥିଲା । # କାରଣ ସେହି ଘଡି, ସେହି ଦିନ, ସେହି ମାସ, ଏବଂ ସେହି ବର୍ଷ ଏହି ଶବ୍ଦଗୁଡିକ ଏକ ପ୍ରକୃତ ସମୟକୁ ଦେଖାଇବା ପାଇଁ ବ୍ୟବହାର ହୋଇଅଛି, ସାଧାରଣ ସମୟର, ଅର୍ଥ ନୁହେଁ । ଏକାନ୍ତରୀକ ଅନୁବାଦ: "କାରଣ ସେହି ସଠିକ ସମୟ" (ଦେଖନ୍ତୁ: ସମାନ୍ତରତା)