# ୭:୫୩ ୮:୧୧ କିଛି ପୂର୍ବ ବିଷୟରେ ଏହି ପଦଗୁଡିକ ରହିଅଛି କିନ୍ତୁ ଅନ୍ୟଠାରେ ନାହିଁ | (ଦେଖ: ବିଷୟବସ୍ତୁର ବ୍ୟତିକ୍ରମ) # ଜଣ ପରେ ଜଣେ “ଜଣକ ପରେ ଅନ୍ୟଜଣକ ” # ଗୋ ନାରୀ, ତୁମ୍ଭର ବିଚାର କରିବା ଲୋକ କେଉଁଠାରେ ଯେତେବେଳେ ଯୀଶୁ ତାହାକୁ “ଗୋ ନାରୀ” ବୋଲି ଡାକିଲେ, ସେ ତାକୁ ତଳକୁ ପକାଇଲେ ନାହିଁ ବା ତାକୁ ନ୍ୟୁନ ମନେ କରିବାକୁ ଦେଲେ ନାହିଁ | ଯଦି ଲୋକେ ଭାବିପାରନ୍ତି ଯେ ସେ ସେହିପରି କରୁଥିଲେ, ଏହା "ନାରୀ" ଶବ୍ଦ ନ ଥାଇ ଅନୁବାଦ କରି ଥାଇପାରିଥାନ୍ତି |