# ଭାଇମାନେ, ମୋତେ ଯୋଗ କର ବିଶ୍ଵାସୀ ମାନଙ୍କୁ ଯିଏ ଖ୍ରୀଷ୍ଟରେ ଥିବା ଭାଇ ପରି ପାଉଲ ବ୍ୟକ୍ତ କରି ବୁଝାଉ ଅଛନ୍ତି ଫିଲିପ୍‌ପୀୟା ମାନଙ୍କୁ . # ମୋତେ ଅନୁଗମନ କର “ମୁଁ ଯାହା କରୁ ଅଛି ତାହା କର” କିମ୍ବା “ବଞ୍ଚ ଯେପରି ମୁଁ ବଞ୍ଚିଅଛି” # ଧ୍ୟାନର ସହ ଦେଖ “ଦେଖ ଯତ୍ନର ସହିତ” # ଯେଉଁ ମାନେ ଆମର ଉଦାହରଣ ଦ୍ଵାରା ଚାଲୁ ଅଛନ୍ତି “ମୁଁ ବଞ୍ଚିଅଛି ଯେପରି ସେପରି ସେମାନେ ଆଗରୁ ବଞ୍ଚୁଅଛନ୍ତି” କିମ୍ବା “ଯେଉଁମାନେ ଆଗରୁ କରୁଅଛନ୍ତି ଯାହା ମୁଁ କରୁଅଛି” # ଏପରି ଅନେକଥର କହିଅଛନ୍ତି “ମୁଁ ତୁମକୁ ଅନେକ ସମୟ ବାରମ୍ବାର କହିଅଛି” # ଓ ତୁମକୁ ଅଶୃପାତ ସହ କହୁଅଛି, “କହୁଅଛି ତୁମକୁ ବର୍ତ୍ତମାନ ଦୁଃଖର ସହିତ” # ଅନେକ ବଞ୍ଚି ଜୀବନ୍ତ ଅଛନ୍ତି ସେମାନେ ଖ୍ରୀଷ୍ଟଙ୍କ କ୍ରୁଶର ଶତ୍ରୁ ଏଠାରେ, “ଖ୍ରୀଷ୍ଟଙ୍କ କ୍ରୁଶର ଶତ୍ରୁ” ଦର୍ଶାଏ ଯୀଶୁଙ୍କ ଦୁଃଖାଭୋଗ ଓ ମୃତ୍ୟୁ. ଶତ୍ରୁମାନେ ହେଲେ ସେମାନେ ଯିଏ ଯୀଶୁଙ୍କୁ ବିଶ୍ଵାସ କରେ କିନ୍ତୁ ଖ୍ରୀଷ୍ଟଙ୍କ ପରି ଦୁଃଖଭୋଗ ମୃତ୍ୟୁ ଚାହାନ୍ତି ନାହିଁ. ଏହା ଏହିପରି ଅନୁବାଦ କରାଯାଇ ପାରେ “କି ଅନେକ ଲୋକ କହନ୍ତି ସେମାନେ ଯୀଶୁଙ୍କୁ ବିଶ୍ଵାସ କରନ୍ତି,କିନ୍ତୁ ଯେରୂପ ବ୍ୟବହାର କରନ୍ତି ସେମାନେ ପ୍ରକୃତରେ ଯୀଶୁଙ୍କ ବିରୋଧୀ ଅଟନ୍ତି ଓ ଯିଏ ଦୁଃଖଭୋଗ ଓ କ୍ରୁଶରେ ମୃତ୍ୟୁକୁ ଇଚ୍ଛା କରୁଛି. (ଦେଖନ୍ତୁ: ଲକ୍ଷଣାଳଙ୍କାର) # ସେମାନଙ୍କର ଅନ୍ତ ବିନାଶଅଟେ “ଦିନେ ଈଶ୍ଵ ସେମାନଙ୍କୁ ନିପାତ କରିବେ” # ତାଙ୍କ ଦେବତାର ପେଟ ଅଛି ଏଠାରେ, ଏହି ଶବ୍ଦ “ପେଟ” ଜଣେ ବ୍ୟକ୍ତିଙ୍କୁ ଦର୍ଶାଏ ଯିଏ ଭୋଗ ବିଳଶ ଇଚ୍ଛା କରନ୍ତି. ଏହା ଏହିପରି ଅନୁବାଦ କରାଯାଇ ପାରେ “ସେମାନେ ଖାଦ୍ୟ ଓ ଅଲଗା ଶାରୀରିକ ସୁଖ , ଈଶ୍ଵରଙ୍କ ଇଛା ମାନିବାଠୁ ଭି ଅଧିକ.” # ତାଙ୍କର ଗୌରବ ତାଙ୍କର ଲଜ୍ୟା ଅଟେ “ଯେଉଁ ବିଷୟ ସେମାନଙ୍କୁ ଲଜ୍ୟା ଦିଏ ତାହା ପ୍ରତି ସେ ଗର୍ବିତ” # ସେମାନେ ଜାଗତିକ ବିଷୟରେ ଚିନ୍ତା କରନ୍ତି ଏଠାରେ “ଜାଗତିକ” ଦର୍ଶାଏ ସେହି ସବୁକୁ ଯାହା ଶାରୀରିକ ସୁଖ ଯାହା ଈଶ୍ଵରଙ୍କୁ ଗୌରବ ଦିଏ ନାହିଁ.ଏହା ଏହିପରି ଅନୁବାଦ କରାଯାଇ ପାରେ “ସେ ସମସ୍ତ ବିଷୟ ନିଜକୁ ଗୌରବ ଦିଏ ଈଶ୍ଵରଙ୍କୁ ଦେବା ପ୍ରତିବଦଳରେ.”