# ଯେଉଁମାନେ ଏହି କ୍ଲେଶ ଦ୍ଵାରା ବଧ ହୋଇ ନ ଥିଲେ "ଯେଉଁମାନଙ୍କୁ ଏହି କ୍ଲେଶ ବଧ କରି ନ ଥିଲା" (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ବା କର୍ମବାଚ୍ୟ) # ବସ୍ତୁ ଯାହା ଦେଖି, ଶୁଣି, କିମ୍ବା ଚାଲି ପାରନ୍ତି ନାହିଁ ପ୍ରତିମା। ଏକାନ୍ତରୀକ ଅନୁବାଦ: "ସମସ୍ତ ବିଷୟ ଯାହା ଜୀବିତ ନୁହଁ" (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)