# ଆପଣଙ୍କୁ ଝୁଣ୍ଟିବା ପଥରୁ ରକ୍ଷା କରିବା ପାଇଁ ଠିକ୍ ଜଣେ ଯେତେବେଳେ ଚାଲେ ଯାତ୍ରା ପଥରେ ପଥର ଉପରେ ମାଡି ପଡେ, ସେପରି ପାପରେ ଈଶ୍ୱରଙ୍କ ଆଗରେ ଝୁଣ୍ଟି ପଡେ | ଅନ୍ୟ ଭାଷାନ୍ତରରେ :“ତାଙ୍କ ଉପରେ ଭରସା ରଖି ସାହାଯ୍ୟ ଜାରି ରଖିବା |” (ଦେଖ: ତୁଳନାତ୍ମକ) # ଓ ତାଙ୍କ ମହିମାର ଉପସ୍ଥିତିରେ ଆପଣଙ୍କକୁ ରଖାଯିବେ ଯାହାଙ୍କର ମହିମା ଉଜ୍ଜଳ ଅଲୋକକୁ ଯେ ତାଙ୍କ ଉତ୍ତମତାକୁ ପ୍ରକାଶକରିବ | ଅନ୍ୟ ଭାଷାନ୍ତରରେ : ଏବଂ ତାଙ୍କ ମହିମାର ଆନନ୍ଦ ଓ ପୂଜା ପାଇଁ ଆପଣଙ୍କୁ ଅନୁମତି ମିଳିବ|” # ଅଧିକ ଖୁସି ବିନା ଦୋଷରେ “ ପାପ ବିନା ଏବଂ ମହାନ୍ ଖୁସି କିମ୍ବା ଓ କୌଣସି ପାପ ବିନା ଏବଂ ଆପଣ ଖୁସିରେ ଭରିଯିବେ” # କେବଳ ପରମେଶ୍ୱର ଆମର ଉଦ୍ଧାରକର୍ତ୍ତା, ଯୀଶୁ ଖ୍ରୀଷ୍ଟ ଆମର ପ୍ରଭୁଙ୍କ ମାଧ୍ୟମରେ, କେବଳ ପରମେଶ୍ୱର ଉଦ୍ଧାର ଆମକୁ କରନ୍ତି, କାରଣ ଯୀଶୁ ଖ୍ରୀଷ୍ଟ କଣ କଲେ |” # ମହିମା,ଗୌରବ,ପରାକ୍ରମ ଓ କର୍ତ୍ତାପଣ,ଅନାଦିକାଳ, ବର୍ତ୍ତମାନ ଓ ଯୁଗେ ଯୁଗେ ତାହାଙ୍କର | ଆମେନ୍ ପରମେଶ୍ୱର ସର୍ବଦା ଥିଲେ, ଅଛନ୍ତି ଏବଂ ଗୌରବମୟ ଭାବେ ରହିବେ, ସମ୍ପୂର୍ଣ୍ଣ ଅଧିନାୟକତ୍ତ୍ୱ ଏବଂ ସମସ୍ତ ବିଷୟର ପୂର୍ଣ୍ଣ ଅଧିକାର |