# ସେମାନେ ଆପଣଙ୍କୁ କହିଲେ “ପ୍ରେରିତମାନେ ଆପଣଙ୍କୁ କହିଲେ" # ସେମାନଙ୍କ ଯିବାପରେ…ଏମାନେ ସେମାନେ ଅଟନ୍ତି ଯିହୂଦା ଉପହାସ କରୁଥିବା ବ୍ୟକ୍ତିଙ୍କୁ ଦର୍ଶାନ୍ତି | # ସେମାନେ ଯେଉଁମାନେ ମତଭେଦର କାରଣ “ଉପହାସ କରୁଥିବା ବ୍ୟକ୍ତିମାନେ ବିଶ୍ୱାସୀମାନଙ୍କ ମଧ୍ୟରେ ବିବାଦ ତିଆରି କରେ” # ସେମାନେ କାମୁକ “ଉପହାସକ ବ୍ୟକ୍ତି ଯୌନ ପାପ ନିମନ୍ତେ ଅନୁସରଣ କରାଇବେ |