# ସମସ୍ତ ଉପରେ ଏହା ଗୋଟିଏ ଉକ୍ତି ଅଟେ ଯେ ଅନୁବାଦ କରିପାର “ଏହା ମୂଖ୍ୟ ଅଟେ ” ବା “ବିଶେଷତଃ” # ମୋର ଭାଇମାନେ “ମୋର ସହ ବିଶ୍ୱାସୀମାନେ ” # ଶପଥ କର ନାହିଁ “ଶପଥ” କରିବାକୁ କହେ ଯେ ତୁମ୍ଭେମାନେ ଏହା କର ଏବଂ ଜଣେ ଉଚ୍ଚପଦସ୍ଥ କର୍ମଚାରୀଙ୍କ ନିକଟରେ ଉତ୍ତରଦାୟୀ ହେବା | ଅନ୍ୟ ଭାଷାନ୍ତରରେ: “ଗୋଟିଏ ପ୍ରତିଜ୍ଞା କର ନାହିଁ ” ବା “ଗୋଟିଏ ସଂକଳ୍ପ କର ନାହିଁ ” # ସ୍ୱର୍ଗ ବା ପୃଥିବୀର ହେଉ “ସ୍ୱର୍ଗ” ଏବଂ “ପୃଥିବୀ” ଶବ୍ଦଗୁଡିକର ମୂଳସୂଚକ ଶବ୍ଦଗୁଡିକ ଅଟେ ଯେ ସ୍ୱର୍ଗ ବା ପୃଥିବୀର ଶକ୍ତିଗୁଡିକକୁ ବୁଝାଏ | ଦେଖ: ଇଉଡିବି. (ଦେଖ: ମୂଳସୂଚକ ଶବ୍ଦ) # ତୁମ୍ଭମାନଙ୍କ “ ହଁ " କଥା “ ହଁ " ହେଉ ଏବଂ “ ନା " କଥା “ ନା " ହେଉ ଏହିଭଳି ଅନୁବାଦ କରିପାରିବ “ତୁମ୍ଭେ ଯାହା କୁହ ବିନା ଏକ ସଂକଳ୍ପ କରି ତୁମେ କରିବ ”| # ଯେପରି ତୁମ୍ଭେମାନେ ବିଚାରରେ ଦଣ୍ଡନୀୟ ନ ହୁଅ “ଯେପରି ଈଶ୍ୱର ତୁମ୍ଭମାନଙ୍କୁ ଦଣ୍ଡ ନ ଦେବେ ”