# ତୁମ୍ଭେମାନେ ପାଠକମାନେ # ଯେଉଁ ଆଜ୍ଞା ଦିଆଯାଇଥିଲା, ତାହା ସେମାନେ ସହ୍ୟ କରି ପାରିଲେ ନାହିଁ ଈଶ୍ୱରଙ୍କ ଆଜ୍ଞା ଗ୍ରହଣ କରିବା, ବହନ କରିବା ନିମନ୍ତେ ବୋଝ ଗ୍ରହଣ କରିବା ସଦୃଶ ଅଟେ| ଏଠାରେ: “ଇସ୍ରାଏଲୀୟମାନେ ଈଶ୍ୱରଙ୍କ ଆଜ୍ଞା ଗ୍ରହଣ କରି ପାରିଲେ ନାହିଁ|” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)