Merge pull request 'fix links' (#5) from STR/or_tn:master into master

Reviewed-on: https://git.door43.org/Door43-Catalog/or_tn/pulls/5
This commit is contained in:
Robert Hunt 2020-10-09 19:20:25 +00:00
commit c4b17241cb
9 changed files with 2057 additions and 2057 deletions

View File

@ -14,12 +14,12 @@ dublin_core:
description: 'Open-licensed exegetical notes that provide historical, cultural, and linguistic information for translators. It provides translators and checkers with pertinent, just-in-time information to help them make the best possible translation decisions.'
format: 'text/tsv'
identifier: 'tn'
issued: '2020-10-07'
issued: '2020-10-09'
language:
identifier: or
title: "ଓଡ଼ିଆ (Oriya)"
direction: ltr
modified: '2020-10-07'
modified: '2020-10-09'
publisher: 'Door43'
relation:
- 'or/ulb'
@ -37,7 +37,7 @@ dublin_core:
subject: 'TSV Translation Notes'
title: 'translationNotes'
type: 'help'
version: '14.1'
version: '14.2'
checking:
checking_entity:

File diff suppressed because one or more lines are too long

@ -240,7 +240,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 4 18 yg1r figs-activepassive ὁ δὲ φοβούμενος, οὐ τετελείωται ἐν τῇ ἀγάπῃ 1 But the one who fears has not been made perfect in love ଏହାକୁ ସକ୍ରିୟ ରୂପରେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “କିନ୍ତୁ ଯେତେବେଳେ ଏକ ବ୍ୟକ୍ତି ଭୟ କରେ ଯେ ଈଶ୍ବର ତାକୁ ଦଣ୍ଡ ଦେବେ, ତାହାର ପ୍ରେମ ସମ୍ପୁର୍ଣ୍ଣ ନୁହେ” (ଦେଖ: [[rc://*/ta/man/translate/figs-activepassive]])
1JN 4 20 tfq3 τὸν ἀδελφὸν αὐτοῦ μισῇ 1 hates his brother ଏକ ସହ ବିଶ୍ବାସୀକୁ ଘୃଣା କରନ୍ତି
1JN 4 20 a8zh figs-doublenegatives ὁ…μὴ ἀγαπῶν τὸν ἀδελφὸν αὐτοῦ, ὃν ἑώρακεν, τὸν Θεὸν, ὃν οὐχ ἑώρακεν, οὐ δύναται ἀγαπᾶν 1 the one who does not love his brother, whom he has seen, cannot love God, whom he has not seen ଯଦି ଏକ ପଂକ୍ତିରେ ଦୁଇଟି ନକାରାତ୍ମକ କଥନରେ ବିଶୃଖଳା କରନ୍ତି, ଏହାର ଭିନ୍ନ ପ୍ରକାରେ ଅନୁବାଦ କରା ଯାଇପରେ । ଅନ୍ୟ ଏକ ଅନୁବାଦରେ: “ଯେ ତାହାର ଭାଇକୁ ଘୃଣା କରେ, ଯାହାକୁ ସେ ଦେଖିଅଛି, ଈଶ୍ବରଙ୍କୁ ପ୍ରେମ କରିପାରିବ ନାହିଁ, ଯାହାକୁ ସେ ଦେଖି ନାହିଁ” (ଦେଖ: [[rc://*/ta/man/translate/figs-doublenegatives]])
1JN 5 intro bxm4 0 # ଯୋହନ ୦୫ ସାଧାରଣ ଟିପ୍ପଣୀ

## ଏହି ଅଧ୍ୟାୟରେ ଗୁରୁତ୍ବପୂର୍ଣ୍ଣ ବିଷୟବସ୍ତୁ

### ସନ୍ତନଗଣ ଈଶ୍ବରଙ୍କଠାରୁ ଜାତ ହୁଅନ୍ତି
ଯେତେବେଳେ ଲୋକମାନେ ଯୀଶୁଙ୍କଠାରେ ବିଶ୍ବାସ କରନ୍ତି, ଈଶ୍ବର ସେମାନଙ୍କୁ ଆପଣା ସନ୍ତାନ କରନ୍ତି ଏବଂ ସେମାନଙ୍କୁ ଅନନ୍ତ ଜୀବନ ଦାନ କରନ୍ତି. (ଦେଖ: [[rc://*/tw/dict/bible/kt/believe]])

### ଖ୍ରୀଷ୍ଟିଆନ ସ୍ବଭାବ
ଯେଉଁ ଲୋକମାନେ ଯୀଶୁଙ୍କଠାରେ ବିଶ୍ବାସ କରନ୍ତି ସେମାନେ ଈଶ୍ବରଙ୍କ ଆଜ୍ଞା ପାଳନ କରିବା ଉଚିତ୍ ଏବଂ ତାହାଙ୍କ ସନ୍ତାନମାନଙ୍କୁ ପ୍ରେମ କରିବା ଉଚିତ୍ ।

### ଏହି ଅଧ୍ୟାୟରେ ଅନ୍ୟ ଏକ ଅନୁବାଦ କରିବା କଷ୍ଟକର ଅଟେ ।

### ମୃତ୍ୟୁ
ଯେତେବେଳେ ଯୋହନ ଏହି ଅଧ୍ୟାୟରେ ମୃତ୍ୟୁ ବିଷୟରେ ଲେଖନ୍ତି, ସେ ଶାରୀରିକ ମୃତ୍ୟୁ ବିଷୟରେ ଉଲ୍ଲେଖ କରନ୍ତି । (ଦେଖ: [[rc://*/tw/dict/bible/other/death]])

### ” ଏହି ସମଗ୍ର ଜଗତ ଏକ ମନ୍ଦ ଶକ୍ତିରେ ପରିପୂର୍ଣ୍ଣ ହୋଇଅଛି”
“ଏକ ମନ୍ଦ” ବାକ୍ୟାଂଶ ଶୟତାନକୁ ସୂଚିତ କରେ । ଈଶ୍ବର ତାହାକୁ ଜଗତ ଉପରେ ଶାସନ କରିବାକୁ ଅନୁମତି ଦେଇଅଛନ୍ତି, କିନ୍ତୁ ଈଶ୍ବର ପ୍ରତ୍ୟେକ ବିଷୟରେ ନିୟତ୍ରଣ ରଖିଛନ୍ତି । ଈଶ୍ବର ତାହାଙ୍କ ସନ୍ତାନମାନଙ୍କୁ ମନ୍ଦରୁ ବା ଶୟତାନଠାରୁ ସୁରକ୍ଷିତ ରଖନ୍ତି । (ଦେଖ: [[rc://*/tw/dict/bible/kt/satan]])

1JN 5 1 nej3 0 General Information: ଯୋହନ ତାହାଙ୍କ ପାଠକମାନଙ୍କ ଈଶ୍ବରଙ୍କ ପ୍ରେମ ବିଷୟରେ ଶିକ୍ଷା ଦେଉଛନ୍ତି ଏବଂ ବିଶ୍ବାସୀମାନଙ୍କ ପାଖରେ ସେହି ପ୍ରେମ ରହିବା ଉଚିତ କାରଣ ସେମାନଙ୍କ ନିକଟରେ ଈଶ୍ବରଙ୍କଠାରୁ ନୂତନ ସ୍ବଭାବ ରହିଅଛି ।
1JN 5 1 h8if ἐκ τοῦ Θεοῦ γεγέννηται 1 is born from God ଈଶ୍ବରଙ୍କ ଜଣେ ସନ୍ତାନ ଅଟନ୍ତି
1JN 5 2 ukc7 ἐν τούτῳ γινώσκομεν ὅτι ἀγαπῶμεν τὰ τέκνα τοῦ Θεοῦ: ὅταν τὸν Θεὸν ἀγαπῶμεν, καὶ τὰς ἐντολὰς αὐτοῦ τηρῶμεν 1 Because of this we know that we love God's children, when we love God and do his commandments. ଯେତେବେଳେ ଆମ୍ଭେମାନେ ଈଶ୍ବରଙ୍କୁ ପ୍ରେମ କରୁ ଏବଂ ଯାହା ସେ ଆଜ୍ଞା କରନ୍ତି ତାହା ପାଳନ କରୁ, ତେବେ ଆମ୍ଭେମାନେ ଜାଣି ପାରିବା ଯେ ଆମ୍ଭେମାନେ ତାହାଙ୍କ ସନ୍ତାନମାନଙ୍କୁ ପ୍ରେମ କରୁ

Can't render this file because it contains an unexpected character in line 2 and column 9473.