726 B
726 B
the suffering and patience of the prophets, those who spoke in the name of the Lord
ପ୍ରଭୁଙ୍କ ନାମରେ କହୁଥିବା ଭବିଷ୍ୟତ ବ୍ୟକ୍ତାମାନେ କିପରି ଧର୍ଯ୍ୟର ସହିତ ତାଡନା ପାଇଲେ ।
spoke in the name of the Lord
ଏଠାରେ ପ୍ରଭୁଙ୍କ ବ୍ୟକ୍ତିତ୍ବ ନିମନ୍ତେ ନାମ ଏକ ରୁପକ ଅଟେ । ଅନ୍ୟ ଏକ ଅନୁବାଦରେ: “ପ୍ରଭୁଙ୍କ ଅଧିକାରରେ” ଓ “ପ୍ରଭୁଙ୍କ ନିମନ୍ତେ ଲୋକମାନଙ୍କୁ କହିଲେ” (ଦେଖ: rc://*/ta/man/translate/figs-metonymy)