1.0 KiB
1.0 KiB
Be of the same mind toward one another
ଏହା ଏକ ରୂଢ଼ି ଅଟେ, ଯାହାର ଅର୍ଥ ଏକତାର ସହିତ ରହିବା I ଅନ୍ୟ ଏକ ଅନୁବାଦରେ: “ପରସ୍ପର ସହିତ ଏକମତ ହୁଅ” ବା “ପରସ୍ପର ସହିତ ଏକତାରେ ରୁହ” (ଦେଖ:rc://*/ta/man/translate/figs-idiom)
Do not think in proud ways
ତୁମ୍ଭେମାନେ ଅନ୍ୟମାନଙ୍କଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ବୋଲି ମନେ କର ନାହିଁ
accept lowly people
ଏପରି ଲୋକମାନଙ୍କୁ ଆମନ୍ତ୍ରଣ କର, ଯେଉଁମାନେ ଗୁରୁତ୍ବ ବା ମର୍ଯ୍ୟାଦା ସମ୍ପନ୍ନ ନୁହନ୍ତି
Do not be wise in your own thoughts
ସମସ୍ତଙ୍କ ଠାରୁ ତୁମ୍ଭମାନଙ୍କର ଅଧିକ ଜ୍ଞାନ ଅଛି ବୋଲି ମନେ କର ନାହିଁ