or_tn/rom/12/03.md

2.4 KiB

because of the grace that was given to me

ଈଶ୍ବର ପାଉଲଙ୍କୁ ପ୍ରେରିତ ପଦରେ ନିଯୁକ୍ତି କରିଅଛନ୍ତି ଓ ମଣ୍ଡଳୀର ନେତୃତ୍ବ ଦେଇଅଛନ୍ତି, ଏହାକୁ ସୂଚିତ କରିବାପାଇଁ ଏଠାରେ “ଅନୁଗ୍ରହ” ବ୍ୟବହାର କରାଯାଇଛି। ତୁମ୍ଭେମାନେ ତୁମ୍ଭମାନଙ୍କର ଅନୁବାଦରେ ଏହାକୁ ସ୍ପଷ୍ଟ କରିପାରିବ I ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “କାରଣ ଈଶ୍ବର ମୋତେ ପ୍ରେରିତ ହେବାପାଇଁ ସ୍ବତନ୍ତ୍ରତାର ସହିତ ବାଛିଅଛନ୍ତି” (ଦେଖ:[[rc:///ta/man/translate/figs-explicit]] ଓ [[rc:///ta/man/translate/figs-activepassive]])

that everyone who is among you should not think more highly of themselves than they ought to think

ତୁମ୍ଭମାନଙ୍କ ମଧ୍ୟରେ ଜଣେ ହେଲେ ସୁଦ୍ଧା ଏପରି ଚିନ୍ତା ନ କରୁ ଯେ ସେମାନେ ଅନ୍ୟମାନଙ୍କଠାରୁ ମହାନ୍ I

Instead, they should think in a wise way

କିନ୍ତୁ ତୁମ୍ଭମାନେ ବୁଦ୍ଧିମାନ ହେବା ଉଚିତ୍ ଯେ ତୁମ୍ଭେମାନେ ନିଜ ବିଷୟରେ କିପରି ଚିନ୍ତା କରୁଅଛ

just as God has given out to each one a certain amount of faith

ପାଉଲ ଏଠାରେ କହନ୍ତି ଯେ ବିଶ୍ବାସୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର କ୍ଷମତା ରହିଛି ଯାହା ଏବେ ଈଶ୍ବରଙ୍କ ଠାରେ ଥିବା ସେମାନଙ୍କର ବିଶ୍ବାସକୁ ପ୍ରଦର୍ଶିତ କରୁଅଛି । ଅନ୍ୟ ଏକ ଅନୁବାଦରେ: “ଯେହେତୁ ଈଶ୍ବର ତୁମ୍ଭେମାନେ ତାହାଙ୍କଠାରେ ବିଶ୍ବାସ କରିବା ସକାଶୁ ତୁମ୍ଭମାନଙ୍କର ପ୍ରତ୍ୟେକଙ୍କୁ ଭିନ୍ନ ଭିନ୍ନ କ୍ଷମତା ଦେଇଅଛନ୍ତି” (ଦେଖ:rc://*/ta/man/translate/figs-explicit)