or_tn/rev/04/01.md

20 lines
1.7 KiB
Markdown
Raw Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# General Information:
ଯୋହନ ଈଶ୍ବରଙ୍କ ସିଂହାସନ ବିଷୟକ ଆପଣା ଦର୍ଶନରେ ଯାହା ଦେଖିଲେ, ତାହା ବର୍ଣ୍ଣନା କରିବାକୁ ଆରମ୍ଭ କରନ୍ତି I
# After these things
ମୁଁ ଏହି ସମସ୍ତ ବିଷୟ ଦେଖିଲା ପରେ ([ପ୍ରକାଶିତ ବାକ୍ୟ :୧-୩:](../02/01.md))
# an open door in heaven
ଏହି ଭାବଟି ବୁଝାଏ ଯେ ଈଶ୍ବର ଯୋହନଙ୍କୁ ସ୍ବର୍ଗ ମଧ୍ୟକୁ, ଅନ୍ୟୁନ ଏକ ଦର୍ଶନ ମାଧ୍ୟମରେ ଦେଖିବା ନିମନ୍ତେ ସାମର୍ଥ୍ୟ ଦେଲେ I (ଦେଖ: [[rc://*/ta/man/translate/figs-metaphor]])
# speaking to me like a trumpet
ସ୍ବର କିପରି ତୂରୀଧ୍ବନି ସଦୃଶ ଥିଲା, ତାହା ସ୍ପଷ୍ଟଭାବରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଏକ ତୂରୀଧ୍ବନି ସଦୃଶ ସ୍ବରରେ ମୋତେ କଥା କହୁଥିବା “(ଦେଖ: [[rc://*/ta/man/translate/figs-simile]])
# trumpet
ଏହା ସଙ୍ଗୀତ ଉତ୍ପନ୍ନ କରିବା ନିମନ୍ତେ କିଅବା କୌଣସି ବିଷୟର ଘୋଷଣା ବା ସଭା କରିବା ନିମନ୍ତେ ଏହା ଶବ୍ଦକାରୀ ଏକ ଉପକରଣକୁ ବୁଝାଏ I ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ ୧:୧୦](../01/10.md)ରେ ଅନୁବାଦ କରିଅଛ I