ଯୀଶୁଖ୍ରୀଷ୍ଟଙ୍କ ଯେପରି ମନ ଥିଲା, ତୁମ୍ଭମାନଙ୍କର ମଧ୍ୟ ସେପରି ମନ ହେଉ କିମ୍ବା “ଖ୍ରୀଷ୍ଟ ଯେପରି ଅନ୍ୟମାନଙ୍କ ବିଷୟରେ ଚିନ୍ତା କରୁଥିଲେ, ତୁମ୍ଭେମାନେ ମଧ୍ୟ ସେପରି ପରସ୍ପରର ଚିନ୍ତା କର”