or_tn/php/01/28.md

12 lines
1.2 KiB
Markdown
Raw Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# Do not be frightened in any respect
ଏହା ଫିଲିପ୍ପୀୟ ବିଶ୍ବାସୀମାନଙ୍କ ପ୍ରତି ଏକ ଆଜ୍ଞା ଅଟେ I ଯଦି ତୁମ ଭାଷାରେ ବହୁବାଚକ ଶୈଳୀର ଆଜ୍ଞା ଥାଏ ଏଠାରେ ତାହା ବ୍ୟବହାର କର I (ଦେଖ: [[rc://*/ta/man/translate/figs-you]])
# This is a sign to them of their destruction, but of your salvation—and this from God
ତୁମ୍ଭମାନଙ୍କ ସାହସ ସେମାନଙ୍କୁ ଦେଖାଇବ ଯେ ଈଶ୍ବର ସେମାନଙ୍କୁ ବିନାଶ କରିବେ I ଏହା ମଧ୍ୟ ତୁମ୍ଭମାନଙ୍କୁ ଦେଖାଇବ ଯେ ଈଶ୍ବର ତୁମ୍ଭମାନଙ୍କୁ ଉଦ୍ଧାର କରିବେ
# and this from God
ଅତଏବ ଏହା ଈଶ୍ବରଙ୍କଠାରୁ ଅଟେ I “ଏହା” ଶବ୍ଦ ଉଲ୍ଲେଖ କରୁଥିବା ସମ୍ଭାବିତ ଅର୍ଥଗୁଡିକ ୧) ବିଶ୍ବାସୀମାନଙ୍କ ସାହସ କିମ୍ବା ) ଲକ୍ଷଣ କିଅବା ୩) ବିନାଶ ଓ ପରିତ୍ରାଣ I