or_tn/mat/10/26.md

12 lines
1.6 KiB
Markdown

# Connecting Statement:
ଯୀଶୁ ତାଡନା ବିଷୟରେ ଶିଷ୍ୟମାନଙ୍କୁ ଶିକ୍ଷାଦେବା ଜାରି ରଖିଛନ୍ତି ଯେ ସେମାନେ ପ୍ରଚାର କରିବାକୁ ଗଲେ କେଉଁ କେଉଁ ବିଷୟର ସେମାନେ ସମ୍ମୁଖିନ ହେବେ I
# do not fear them
ଏଠାରେ “ସେମାନଙ୍କୁ” କହିଲେ ଯୀଶୁଙ୍କ ଶିଷ୍ୟମାନଙ୍କୁ ହତାଦର କରିବା ଲୋକମାନଙ୍କୁ ବୁଝାଏ I
# there is nothing concealed that will not be revealed, and nothing hidden that will not be known
ଏହି ଉଭୟ ଉକ୍ତିର ଅର୍ଥ ସମାନ ଅଟେ I ଗୁପ୍ତରେ ରଖିବା କିମ୍ବା ଲୁକାୟିତ କରିବା ଗୁପ୍ତରେ ରଖିବାକୁ ବୁଝାଏ, ଏବଂ ପ୍ରକାଶିତ ହେବା ପରିଚିତ ହେବାକୁ ଉପସ୍ଥାପନ କରେ I ଯୀଶୁ ଗୁରୁତ୍ବ ଦେଉଛନ୍ତି ଯେ ଈଶ୍ବର ସମସ୍ତ ବିଷୟ ଜ୍ଞାତ ସାରରେ ଆଣିବେ I ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଲୋକମାନେ ଯାହା ଗୁପ୍ତ ରଖନ୍ତି ତାହାକୁ ଈଶ୍ବର ପ୍ରକାଶ କରିବେ” (ଦେଖ: [[rc://*/ta/man/translate/figs-metaphor]] ଓ [[rc://*/ta/man/translate/figs-activepassive]])