or_tn/mat/10/15.md

1.2 KiB

Truly I say to you

ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି I ଏହି ବାକ୍ୟାଂଶ ଯୀଶୁଙ୍କ ପରବର୍ତ୍ତୀ କ’ଣ କହିବେ ତାହାକୁ ଗୁରୁତ୍ବାରୋପ କରେ I

it shall be more tolerable

ଦଶା ସହନିୟ ହେବ

the land of Sodom and Gomorrah

ଏହା ସଦୋମ ଓ ହମୋରା ବାସକରୁ ଥିଵା ଲୋକମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ସଦୋମ ଓ ହମୋରା ନଗରରେ ବାସକରୁଥିଵା ଲୋକମାନେ” (ଦେଖ:rc://*/ta/man/translate/figs-metonymy)

that city

ଏହା ନଗରରେ ଲୋକମାନଙ୍କୁ ବୁଝାଏ ଯେଉଁମାନେ ପ୍ରେରିତମାନଙ୍କୁ ଗ୍ରହଣ କଲେ ନାହିଁ କିମ୍ବା ସେମାନଙ୍କର ପ୍ରଚାର ଶୁଣିଲେ ନାହିଁ I ଅନ୍ୟ ଏକ ଅନୁବାଦରେ: “ନଗରର ଲୋକମାନେ ଯେଉଁମାନେ ତୁମକୁ ଗ୍ରହଣ କଲେ ନାହିଁ” (ଦେଖ:rc://*/ta/man/translate/figs-metonymy)