1.1 KiB
1.1 KiB
Behold
ଏହା ବୃହତ୍ତ ବିବରଣୀରେ ଅନ୍ୟ ଏକ ଘଟଣାର ଆରମ୍ଭକୁ ଚିହ୍ନିତ କରେ I ତୁମ ଭାଷାରେ ଏପରି କହିବା ନିମନ୍ତେ ହୁଏତ ଅନ୍ୟ ଉପାୟ ଥାଇପାରେ I ଅନ୍ୟ ଏକ ଅନୁବାଦରେ: “ହଠାତ” ବା “ବିନା ସଚେତନ”ରେ
there arose a great storm on the sea
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ସମୁଦ୍ରରେ ଏପରି ପ୍ରବଳ ଝଡ ହେଲା” (ଦେଖ: rc://*/ta/man/translate/figs-activepassive)
so that the boat was covered with the waves
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯେହେତୁ ତରଙ୍ଗରେ ନୌକାଟି ଅଛାଦିତ ହେବାକୁ ଲାଗିଲା” (ଦେଖ: rc://*/ta/man/translate/figs-activepassive)