or_tn/mat/05/30.md

12 lines
1.1 KiB
Markdown

# If your right hand causes
ଏହି ତୁଳନାତ୍ମକ ବାକ୍ୟରେ, ହସ୍ତ ଜଣେ ବ୍ୟକ୍ତିର ସମ୍ପୁର୍ଣ୍ଣ କାର୍ଯ୍ୟକୁ ବୁଝାଏ I (ଦେଖ: [[rc://*/ta/man/translate/figs-metonymy]])
# right hand
ଏହାର ଅର୍ଥ ହସ୍ତ ସବୁଠାରୁ ଗୁରୁତ୍ବପୁର୍ଣ୍ଣ, ଯଦି ବାମହାତ ବିଘ୍ନର କାରଣ ହୁଏ I ତୁମେ ହୁଏତ “ଦକ୍ଷିଣ ହସ୍ତ”କୁ “ଉତ୍ତମ” କିମ୍ବା “ଶକ୍ତିଯୁକ୍ତ”ଭାବେ ଅନୁବାଦ କରିବା ଆବଶ୍ବକ କରିପାର (ଦେଖ: [[rc://*/ta/man/translate/figs-idiom]])
# cut it off
ଏହା ଜଣେବ୍ୟକ୍ତି ସବୁକିଛି ପ୍ରୟାସ କରି ପାପଠାରୁ ନିବୃତ ରହିବା ନିମନ୍ତେ ଚେଷ୍ଟାକରିବା ନିମନ୍ତେ ଏକ ଅତିରଞ୍ଜିତ ଅଜ୍ଞା ଅଟେ I (ଦେଖ: [[rc://*/ta/man/translate/figs-hyperbole]])