|
# Connecting Statement:
|
|
|
|
ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିବାରେ ଲାଗିଛନ୍ତି I
|
|
|
|
# Truly, truly
|
|
|
|
ଦେଖ ତୁମେ ଏହାକୁ କିପରି [ଯୋହନ ୧:୫୧](../01/51.md)ରେ ଅନୁବାଦ କରିଅଛ I
|
|
|
|
# greater
|
|
|
|
କିଏ ଅଧିକ ଶ୍ରେଷ୍ଠ କିମ୍ବା କିଏ ଅଧିକ ଶକ୍ତିଶାଳୀ, କିଅବା ଏକ ସହଜ ଜୀବନ ଅବା ଅଧିକ ଆରାମଦାୟକ ଜୀବନ ଲାଭ କରିବା ଉଚିତ
|