or_tn/jhn/08/52.md

981 B

Jews

ଏଠାରେ “ଯିହୂଦୀ ନେତା” ନିମନ୍ତେ “ଯିହୁଦୀ” ଏକ ରୂପକ ଅଟେ ଯେଉଁମାନେ ଯୀଶୁଙ୍କୁ ବିରୋଧ କରୁଥିଲେ I ଅନ୍ୟ ଏକ ଅନୁବାଦରେ: “ଯିହୂଦୀ ନେତାମାନେ” (ଦେଖ: rc://*/ta/man/translate/figs-synecdoche)

If anyone keeps my word

ଯଦି କେହି ମୋହର ଶିକ୍ଷା ପାଳନ କରେ

taste death

ଏହା ଏକ ରୂଢ଼ି ଅଟେ, ଯାହାର ଅର୍ଥ ମୃତ୍ୟୁକୁ ଦର୍ଶନ କରିବା I ଯିହୂଦୀ ନେତାମାନେ ଭୁଲ୍ ବଶତଃ ଭାବି ନେଇଥିଲେ ଯେ ଯୀଶୁ କେବଳ ଶାରୀରିକ ମୃତ୍ୟୁ ବିଷୟରେ କହୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ମୃତ୍ୟୁ” (ଦେଖ: rc://*/ta/man/translate/figs-idiom)