# gave himself ଆପଣା ଇଚ୍ଛାରେ ମୃତ୍ୟୁଭୋଗ କଲେ # as a ransom ମୁକ୍ତିର ମୂଲ୍ୟ ସ୍ବରୂପେ କିମ୍ବା “ମୁକ୍ତି ପ୍ରାପ୍ତି ନିମନ୍ତେ ପ୍ରାୟଶ୍ଚିତ୍ତ ସ୍ବରୂପେ” # as the testimony at the right time ଈଶ୍ବର ସମସ୍ତଲୋକମାନଙ୍କୁ ପରିତ୍ରାଣ କରିବାକୁ ଚାହାନ୍ତି ବୋଲି ରହିଥିବା ସାକ୍ଷ୍ୟକୁ ସ୍ପଷ୍ଟ କରାଯାଇପାରିବ I ବିକଳ୍ପ ଅନୁବାଦ: ""ଈଶ୍ବର ଯେ ସମସ୍ତଲୋକମାନଙ୍କୁ ପରିତ୍ରାଣ କରିବାକୁ ଚାହାନ୍ତି ଏହା ଉପଯୁକ୍ତ ସମୟରେ ଏକ ପ୍ରମାଣ ଅଟେ” (ଦେଖ: [[rc://*/ta/man/translate/figs-explicit]]) # at the right time ଏହାର ଅର୍ଥ ହେଉଛି ଯେ ଏହା ଈଶ୍ବର ମନୋନୀତ କରିଥିବା ଉପଯୁକ୍ତ ସମୟ I