# a good conscience ଗୋଟିଏ ବିବେକ ଯାହା ଭୁଲ୍ ପରିବର୍ତ୍ତେ ଠିକ୍ ବିଷୟକୁ ବାଛିଥାଏ I [୧ ତୀମଥି ୧:୫](../01/05.md)ରେ ତୁମେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I # some have shipwrecked their faith ପାଉଲ ଏହି ଲୋକମାନଙ୍କ ବିଶ୍ବାସ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ଜାହାଜ, ଯାହା ସମୁଦ୍ରରେ ବୁଡିଯାଇପାରେ I ସେ ଏହା କହିବାର ଅର୍ଥ ହେଉଛି ଯେ ସେମାନେ ସେମାନଙ୍କ ବିଶ୍ବାସକୁ ନଷ୍ଟ କରିଦେଇଛନ୍ତି ଓ ଆଉ ଯୀଶୁଙ୍କଠାରେ ବିଶ୍ବାସ କରୁନାହାନ୍ତି I ତୁମେ ଏହାକୁ କିମ୍ବା ଏହିଭଳି ରୂପକକୁ ବ୍ୟବହାର କରିବା ଉଚିତ୍, ଯଦି ତାହା ତୁମର ଯୋଜନାଭୁକ୍ତ ଭାଷାରେ ବୁଝିହେବ I (ଦେଖ: [[rc://*/ta/man/translate/figs-metaphor]])