# so that anyone who opposes you may be ashamed ଏହା ଗୋଟିଏ କାଳ୍ପନିକ ପରିସ୍ଥିତିକୁ ଦେଖାଏ, ଯେଉଁଠାରେ କେହି ଜଣେ ତୀତସଙ୍କୁ ବିରୋଧ କରୁଛି ଓ ପରେ ତାହା କରିଥିବାରୁ ଲଜ୍ଜିତ ଅନୁଭବ କରୁଛି I ବିକଳ୍ପ ଅନୁବାଦ: “ଯେପରି ଯଦି କେହି ତୁମ୍ଭକୁ ବିରୋଧ କରେ, ସେ ଲଜ୍ଜିତ ହୋଇପାରେ” କିମ୍ବା “ଯେପରି ଯଦି ଲୋକମାନେ ତୁମ୍ଭକୁ ବିରୋଧ କରନ୍ତି, ସେମାନେ ଲଜ୍ଜିତ ହେବେ” (ଦେଖ: [[rc://*/ta/man/translate/figs-hypo]])