# For this purpose ସେଥିପାଇଁ # I left you in Crete ମୁଁ ତୁମ୍ଭକୁ କ୍ରୀତୀରେ ରହିବାକୁ କହିଥିଲି # that you might set in order things not yet complete ଯେପରି ତୁମ୍ଭେ ଆବଶ୍ୟକ ଥିବା କାର୍ଯ୍ୟକୁ ସମାପ୍ତ କରିବ # ordain elders ପ୍ରାଚୀନମାନଙ୍କୁ ନିଯୁକ୍ତ କର କିମ୍ବା “ପ୍ରାଚୀନମାନଙ୍କୁ ମନୋନୀତ କର” # elders ଆଦ୍ୟ ଖ୍ରୀଷ୍ଟିୟ ମଣ୍ଡଳୀରେ, ପ୍ରାଚୀନମାନେ ବିଶ୍ବାସୀମାନଙ୍କ ସମାବେଶକୁ ଆତ୍ମିକ ନେତୃତ୍ବ ଦେଉଥିଲେ