# At the right time ଯଥା ସମୟରେ # he revealed his word ପାଉଲ ଈଶ୍ବରଙ୍କ ବାକ୍ୟ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ପଦାର୍ଥ, ଯାହାକୁ ଦୃଶ୍ୟଭାବରେ ଲୋକମାନଙ୍କୁ ଦେଖାଇ ଦିଆଯାଇପାରିବ I ବିକଳ୍ପ ଅନୁବାଦ: “ସେ ମୋତେ ତାହାଙ୍କର ସମ୍ବାଦ ବୁଝିବାକୁ ଦେଲେ” (ଦେଖ: [[rc://*/ta/man/translate/figs-metaphor]]) # he trusted me to deliver ସେ ମୋ’ଠାରେ ଭରସା କଲେ କିମ୍ବା “ସେ ମୋତେ ପ୍ରଚାର କରିବାକୁ ଦାୟିତ୍ବ ଦେଲେ” # God our Savior ଆମ୍ଭମାନଙ୍କ ତ୍ରାଣକାର୍ତ୍ତା ଈଶ୍ବର