# It is good not to eat meat, nor to drink wine, nor anything by which your brother takes offense ଯଦି ତୁମ ଭାଇକୁ ପାପ କରିବା ନିମନ୍ତେ କିଛି ପ୍ରବର୍ତ୍ତାଏ, ତାହାହେଲେ ଆମ୍ଭେମାନେ ମାଂସ ନ ଖାଇବା ବା ଦ୍ରାକ୍ଷାରସ ପାନ ନ କରିବା ଅବା ଏପରି କିଛି ନ କରିବା ଉତ୍ତମ ଅଟେ # brother ଏଠାରେ ଏହାର ଅର୍ଥ ଏକ ସାଥୀ ଖ୍ରୀଷ୍ଟିୟାନ, ପୁରୁଷ ବା ମହିଳା ହେଉ I # your ଏହା ବିଶ୍ବାସରେ ଦୃଢ ଥିବା ବ୍ୟକ୍ତିଙ୍କୁ ଦର୍ଶାଏ ଓ “ଭାଇ” ବିଶ୍ବାସରେ ଦୁର୍ବଳ ଥିବା ବ୍ୟକ୍ତିଙ୍କୁ ଦର୍ଶାଏ I