# They were scorched by the terrible heat ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ମହା ପ୍ରତାପ ସେମାନଙ୍କୁ ଭୟାନକ ଭାବରେ ଦଗ୍ଧ କଲା” (ଦେଖ: [[rc://*/ta/man/translate/figs-activepassive]]) # they blasphemed the name of God ଏଠାରେ ଈଶ୍ବରଙ୍କ ନାମ ଈଶ୍ବରଙ୍କୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ସେମାନେ ଈଶ୍ବରଙ୍କ ନିନ୍ଦା କଲେ” (ଦେଖ: [[rc://*/ta/man/translate/figs-metonymy]]) # God, who has the power over these plagues ଏହି ବାକ୍ୟାଂଶ ପାଠକମାନଙ୍କୁ ସେମାନେ ଈଶ୍ବରଙ୍କ ବିଷୟରେ ପୂର୍ବରୁ ଜାଣିଥିବା କିଛି ବିଷୟକୁ ସ୍ମରଣ କରାଇ ଦିଏ I ଏହା ଲୋକମାନେ କାହିଁକି ଈଶ୍ବରଙ୍କ ନିନ୍ଦା କରୁଥିଲେ, ତାହା ବୁଝାଇବାରେ ସାହାଯ୍ୟ କରେ I ଅନ୍ୟଏକ ଅନୁବାଦରେ: “ଈଶ୍ବର କାରଣ ତାହାଙ୍କର ସମସ୍ତ କ୍ଲେଶ ଉପରେ ଅଧିକାର ଅଛି” (ଦେଖ: [[rc://*/ta/man/translate/figs-distinguish]]) # the power over these plagues ଏହା ଲୋକମାନଙ୍କ ଉପରେ କ୍ଲେଶ ଘଟାଇବାର ଶକ୍ତିକୁ ଓ କ୍ଲେଶ ବନ୍ଦ କରିବାର ଶକ୍ତିକୁ ବୁଝାଏ I