# They sang a new song ୧୪୪,୦୦୦ ଜଣବ୍ୟକ୍ତି ଏକ ନୂତନ ଗୀତ ଗାନ କଲେ I ଏହା ବୁଝାଉଛି ଯେ ଯୋହନ କେଉଁ ଶବ୍ଦ ଶୁଣିଥିଲେ I ଅନ୍ୟଏକ ଅନୁବାଦରେ: “ତାହା ସେମାନେ ଗାନ କରିଥିବା ଏକ ନୂତନ ଗୀତର ଶବ୍ଦ ଥିଲା” # the four living creatures ଜୀବିତ ପ୍ରାଣୀ କିମ୍ବା “ଜୀବିତ ବସ୍ତୁ I” ଦେଖ ତୁମେ କିପରି “ଜୀବିତ ପ୍ରାଣୀ”କୁ[ପ୍ରକାଶିତ ବାକ୍ୟ ୪:୬](../04/06.md)ରେ ଅନୁବାଦ କରିଅଛ I # elders ଏହା ସିଂହାସନର ଚତୁଃପାର୍ଶ୍ବରେ ଥିବା ଚବିଶ ପ୍ରାଚୀନକୁ ବୁଝାଏ I ଦେଖ ତୁମେ କିପରି “ପ୍ରାଚୀନ”କୁ [ପ୍ରକାଶିତ ବାକ୍ୟ ୪;୪](../04/04.md)ରେ ଅନୁବାଦ କରିଅଛ I # 144000 ଏକ ଶହ ଚୌରାଳିଶ ସହସ୍ର I ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ ୭:୪](../07/04.md)ରେ ଅନୁବାଦ କରିଅଛ I (ଦେଖ: [[rc://*/ta/man/translate/translate-numbers]])