# But the former କିନ୍ତୁ ଅନ୍ୟମାନେ କିମ୍ବା “କିନ୍ତୁ ଈର୍ଷା ଓ ବିବାଦ ସକାଶୁ ଖ୍ରୀଷ୍ଟଙ୍କୁ ପ୍ରଚାର କରୁଥିବା ଲୋକମାନେ” # while I am in chains ଏଠାରେ “ବନ୍ଧନରେ” ବନ୍ଦୀ ଅବସ୍ଥା ନିମନ୍ତେ ଏକ ରୁପକ ଅଟେ I ଅନ୍ୟ ଏକ ଅନୁବାଦରେ: “ଯେଉଁ ସମୟରେ ମୁଁ ବନ୍ଦୀ ହେଲି” କିମ୍ବା “ଯେଉଁ ସମୟରେ ମୁଁ ବନ୍ଧନରେ ଥିଲି” (ଦେଖ: [[rc://*/ta/man/translate/figs-metonymy]])