# The latter ଯେଉଁମାନେ ସଦ୍ଭାବ ସକାଶୁ ଖ୍ରୀଷ୍ଟଙ୍କର ପ୍ରଚାର କରୁଛନ୍ତି # I am put here for the defense of the gospel ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ସମ୍ଭାବିତ ଅର୍ଥଗୁଡିକ ୧)“ସୁସମାଚାର ପକ୍ଷ ସମର୍ଥନ କରିବା ନିମନ୍ତେ ଈଶ୍ବର ମୋତେ ମନୋନୀତ କଲେ” କିମ୍ବା ୨) “ସୁସମାଚାର ପକ୍ଷ ସମର୍ଥନ କରିବା କାରଣରୁ ମୁଁ ବନ୍ଧନରେ ଅଛି” (ଦେଖ: [[rc://*/ta/man/translate/figs-activepassive]]) # for the defense of the gospel ସମସ୍ତଙ୍କୁ ଶିକ୍ଷା ଦେବା ନିମନ୍ତେ ଯେ ଯୀଶୁଙ୍କ ବାକ୍ୟ ସତ୍ୟ ଅଟେ