# May the grace of our Lord Jesus Christ be with your spirit ଏଠାରେ “ତୁମ୍ଭମାନଙ୍କ” ଶବ୍ଦ ଫିଲୀମୋନ ଓ ତାହାଙ୍କ ଗୃହରେ ଏକତ୍ର ହେଉଥିବା ସମସ୍ତଙ୍କୁ ବୁଝାଏ I “ତୁମ୍ଭମାନଙ୍କ ଆତ୍ମା” ଶବ୍ଦଗୁଡିକ ଏକ ରୂପକ ଅଟେ ଓ ତାହା ଲୋକମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟ ତୁମ୍ଭମାନଙ୍କ ପ୍ରତି ଦୟା କରନ୍ତୁ” (ଦେଖ: [[rc://*/ta/man/translate/figs-you]] ଓ [[rc://*/ta/man/translate/figs-synecdoche]])