# So do Mark, Aristarchus, Demas, and Luke, my fellow workers ମୋହର ସହକର୍ମୀ ମାର୍କ, ଆରିସ୍ତାର୍ଖ, ଦୀମା ଓ ଲୂକ ମଧ୍ୟ ତୁମ୍ଭକୁ ନମସ୍କାର ଜଣାଉଛନ୍ତି # Mark ... Aristarchus ... Demas ... Luke ଏସବୁ ପୁରୁଷ ବ୍ୟକ୍ତିମାନଙ୍କ ନାମ I (ଦେଖ: [[rc://*/ta/man/translate/translate-names]]) # my fellow workers ଯେଉଁ ଲୋକମାନେ ମୋ ସହିତ କାର୍ଯ୍ୟ କରୁଛନ୍ତି କିମ୍ବା “ଯେଉଁ ସମସ୍ତେ ମୋ ସହିତ କାର୍ଯ୍ୟ କରୁଛନ୍ତି I”