# While he was sitting ପିଲାତ ଉପବିଷ୍ଟ ଥିବା ସମୟରେ # sitting on the judgment seat ବିଚାରପତି ସିଂହାସନରେ ବସିଥିବା ସମୟରେ, ଯେଉଁଠାରେ ବିଚାରପତି ତାହାଙ୍କ ରାୟ ଘୋଷଣା କରନ୍ତି I # sent word ସମ୍ବାଦ ପଠାଇଲେ # I have suffered much today ମୁଁ ବହୁତ ବିପର୍ଯ୍ୟୟରେ ଆଜି ପଡିଲି