# Connecting Statement: ଯୀଶୁ ଦୃଷ୍ଟାନ୍ତକୁ ବୁଝାଇ କହିଲେ ଯାହା ସେ [ମାଥିଉ ୧୫:୧୩-୧୪](./13.md)ରେ କହିଲେ I # Are you also still without understanding? ଶିଷ୍ୟମାନଙ୍କୁ ଚେତେଇ ଦେବା ନିମନ୍ତେ ଯୀଶୁ ପ୍ରଶ୍ନ ମାଧ୍ୟମରେ କହିଲେ ତୁମ୍ଭେମାନେ କଅଣ ଏପର୍ଯ୍ୟନ୍ତ ଦୃଷ୍ଟାନ୍ତଟିକୁ ବୁଝି ନାହଁ I ଆହୁରି ମଧ୍ୟ, “ତୁମ୍ଭେମାନେ” ଶବ୍ଦ ଗୁରୁତ୍ବପୁର୍ଣ ଅଟେ I ଯୀଶୁ ବିଶ୍ବାସ କରିପାରୁ ନାହାନ୍ତି ଯେ ଆପଣା ଶିଷ୍ୟମାନେ ବୁଝି ପାରନ୍ତି ନାହି I ଅନ୍ୟ ଏକ ଅନୁବାଦରେ: “ମୁଁ ଦୁଖିତ ଯେ ତୁମ୍ଭେମାନେ, ମୋହର ଶିଷ୍ୟ, ଏପର୍ଯ୍ୟନ୍ତ ମୋହର ଶିକ୍ଷା ବୁଝି ପାରୁନାହଁ !” (ଦେଖ: [[rc://*/ta/man/translate/figs-rquestion]])