# General Information: ୪ ପଦରେ, ଯୀଶୁ ଦୁଇଥର ଯାତ୍ରା ପୁସ୍ତକରୁ ବାକ୍ୟ ଉଦ୍ଧୃତ କରି କହିଲେ ଯେ ଲୋକମାନେ ସେମାନଙ୍କର ପିତାମାତାଙ୍କୁ ସମାଦର ବିଷୟରେ ଈଶ୍ବର କଅଣ ଆଶା କରନ୍ତି I # Connecting Statement: ଯୀଶୁ ଫାରୁଶୀମାନଙ୍କୁ ଉତ୍ତର ଦେବା ଜାରି ରଖିଛନ୍ତି I # will surely die ଲୋକମାନେ ନିଶ୍ଚୟ ତାହାଙ୍କୁ ପ୍ରାଣଦଣ୍ଡ ଦେବେ