# General Information: ଏହି ଦୃଶ୍ବ ପୂର୍ବବର୍ତ୍ତୀ ଅଧ୍ୟାୟରେ ଘଟଣାର କିଛିସମୟ ପରେ ଯେଉଁ ଘଟଣା ଗୁଡିକ ଘଟୁଛି ସେହି ବିଷୟରେ ବର୍ଣ୍ଣନା କରେ I ଏଠାରେ ଯୀଶୁ ଫାରୁଶୀମାନଙ୍କ ସମାଲୋଚନାର ଉତ୍ତର ଦେଉଛନ୍ତି I (ଦେଖ: [[rc://*/ta/man/translate/writing-newevent]])