# Connecting Statement: ଯୀଶୁ ଜଣେ ଗୃହକର୍ତ୍ତାଙ୍କ ଦୃଷ୍ଟାନ୍ତ ମାଧ୍ୟମରେ ସ୍ବର୍ଗରାଜ୍ୟ ବିଷୟରେ କୁହନ୍ତି I ଏହା ଯୀଶୁ ଲୋକସମୁହକୁ ସ୍ବର୍ଗରାଜ୍ୟ ବିଷୟରେ ଉପମା ମାଧ୍ୟମରେ ଶିକ୍ଷା ଦେଉଥିବା ବିବରଣୀର ସମାପ୍ତି ଅଟେ I # Have you understood all these things?"" The disciples said to him, ""Yes. ଯଦି ସମ୍ଭବ ହୁଏ, ଉଭୟ ପ୍ରତ୍ୟକ୍ଷ ଉଦ୍ଧୃତ ବାକ୍ୟଗୁଡିକୁ ପରୋକ୍ଷ ଉଦ୍ଧୃତ ବାକ୍ୟରେ ଅନୁବାଦ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ତୁମେ କଅଣ ଏହିସବୁ କଥା ବୁଝିଲ ଯୀଶୁ ପଚାରିଲେ, ଏବଂ ସେମାନେ ତାହାଙ୍କୁ କହିଲେ, ହଁ I” (ଦେଖ: [[rc://*/ta/man/translate/figs-quotations]])